ହାତୀ ପଲ ଏବେ ଚୌଦ୍ଵାର ମୁହାଁ । ଚୌଦ୍ୱାର ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହିତ ପୁଣି ଚୌଦ୍ୱାର ବାଣୀପଦା ଅଂଚଳରେ ପ୍ରାୟ ୨୧ରୁ ଅଧିକ ହାତୀ ପଲ ବୁଲୁଥିବା ସୂଚନା ମିଲିଛି । ଏନେଇ ବନବିଭାଗ ପକ୍ଷରୁ ହାତୀ ମାନଙ୍କୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀ ବିଭିନ ପ୍ରକାରର ପ୍ରୟାସ କରୁଛନ୍ତି । କାମାକ୍ଷାନଗର ପଶ୍ଚିମାଞ୍ଚଳରେଂଜ ସୋଗର ଅଞ୍ଚଳରେ ହାତୀପଲ । ବ୍ୟାପକ ଧାନ ଫସଲ କରୁଛନ୍ତି ନଷ୍ଟ ।ଗତ ୩ଦିନ ହେଲାଣି ଏହି ଅଞ୍ଚଳରେ ସେମାନଙ୍କର ଆତଙ୍କ ଲାଗି ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0