spot_img

ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ଷେତ୍ର ଘୋଷଣା ହୋଇଛି ଆସାମ

ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ଷେତ୍ର ଘୋଷଣା ହୋଇଛି ଆସାମ। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଜଗଦୀଶ ମୁଖୀ ସାରା ରାଜ୍ୟକୁ ଅଶାନ୍ତ କ୍ଷେତ୍ର ଘୋଷଣା କରିଛନ୍ତି ଆସନ୍ତା ୨୭ ତାରିଖରୁ ଏହି କଟକଣା ଲାଗୁ ହୋଇ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ତେବେ ସ୍ଥିତିକୁ ଦେଖି ମାସ ପୂର୍ବରୁ ବି ଏହି କଟକଣା ହଟାଯାଇପାରେ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଆସନ୍ତା ଏପ୍ରିଲମେ ମାସରେ ଆସାମରେ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ ଏହାପୂର୍ବରୁ ରାଜ୍ୟକୁ ଅଶାନ୍ତ କ୍ଷେତ୍ର ଘୋଷଣା କରାଯାଇଛି ଗତବର୍ଷ ଅଗଷ୍ଟ ୨୮ ତାରିଖରୁ ଆସାମକୁ ଆର୍ମଡ ଫୋର୍ସ ସ୍ପେଶାଲ ପାୱାରସ ଆଇନ ୧୯୫୮ର ଧାରା ଅନୁଯାୟୀ ଅଶାନ୍ତ କ୍ଷେତ୍ର ଘୋଷଣା କରାଯାଇଥିଲା ଏବେ ସେହି ଅବଧିକୁ ଆହୁରି ମାସ ପର୍ଯ୍ୟନ୍ତ ବଢ଼ାଇ ଦେବାକୁ ନିଷ୍ପତ୍ତି ହୋଇଛି ତେବେ ଏହାର ପ୍ରକୃତ କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular