ଭୁବନେଶ୍ୱର: ବିଜେପି ସଦସ୍ୟଙ୍କ ଗୃହରେ ହଟଗୋଳ । ପିଏମ୍ କିଷାନ ମୁଲତବୀ ନୋଟିସ ଗ୍ରହଣ ହୋଇନଥିବାରୁ ଗୃହରେ ହଟଗୋଳ କରିଛନ୍ତି ବିଜେପି ସଦସ୍ୟ । ସେହିପରି ଖଣି ଦୁର୍ନୀତି ପ୍ରସଙ୍ଗ ଆଲୋଚନାର ସୁଯୋଗ ଦେଉନଥିବାରୁ ଗୃହରେ ପ୍ରତିବାଦ କରିଛି ବିଜେପି । ପିଏମ୍ କିଶାନ ନିଧି ଯୋଜନା କିମ୍ବା ଖଣି ପ୍ରସଙ୍ଗରେ ଆଲୋଚନା ପାଇଁ ସୁଯୋଗ ମିଳୁନଥିବାରୁ ଗୃହ ମଝିରେ ହୋହାଲ୍ଲା ହୋଇଛି । କହିବାକୁ ସୁଯୋଗ ନଦେଲେ ଗୃହ ଚଳାଇଦେବୁନି ବୋଲି କହିଛନ୍ତି ବିରୋଧିଦଳ ନେତା । ପିଏମ୍ କିଶାନ ତଥ୍ୟ ହିସାବ ରଖିବା ପାଇଁ ଅସୁବିଧା କେଉଁଠି ବୋଲି କହିଛନ୍ତି ବିରୋଧି ଦଳ ନେତା ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0