ରାଧାକ୍ରିଷ୍ଣନ ଭାରତୀୟ ଆଥଲେଟିକ୍ସର ମୁଖ୍ୟ କୋଚ । ଆଥଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ ଅଭିଜ୍ଞ ସମ୍ପନ୍ନ ରାଦାକ୍ରିଷ୍ଣନ ନାୟାରଙ୍କୁ ଏହାର ଫୁଲ୍ ଟାଇମ ମୁଖ୍ୟକୋଚ ଭାବେ ନିଯୁକ୍ତି ଦେଇଛି । ଗତ ଜୁଲାଇ ମାସରୁ ବାହଦୁର ସିଂଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଥିଲା । ସେହିଦିନଠାରୁ ୬୨ ବର୍ଷୀୟ ନାୟାର ଭାରତୀୟ ଆଥଲେଟିକ୍ସର କାମଚଳା ମୁଖ୍ୟକୋଚ ଭାବେ କାର୍ଯ୍ୟକାରୀ କରିଆସୁଥିଲେ । ନାୟାର ଭାରତୀୟ ଆଥଲେଟ୍ସକୁ ଆଗେଇ ନେବେ , ତାଙ୍କର ଏହି ଦୃଢ ବିଶ୍ୱାସ ରହିଛି ବୋଲି ଏଏଫଆଇ ସଭାପତି ଆଦିଲ ସୁମାରିୱାଲ କହିଛନ୍ତି ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0