spot_img

ପୁଣି ଜଣେ ଖେଳାଳି କରୋନାରେ ସଂକ୍ରମଣ

କୋଭିଡ ଟେଷ୍ଟରେ ଆଉ ଜଣେ ଖେଳାଳି ପଜିଟିଭ । ଫଳରେ ଦକ୍ଷିଣ ଆଫି୍ରକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ସ୍ଥଗିତ ରଖାଯାଇ ରବିବାରକୁ ଘୁଞ୍ଚାଇ ଦିଆଯାଇଛି । ଉଭୟ ଦଳ ମ୍ୟାଚ ଅଫିସିଆଲ ଏବଂ ମ୍ୟାଚ ସହିତ ସମ୍ପୃକ୍ତ ସମସ୍ତ ଅଫିସଆଲଙ୍କ ହିତ ଓ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଇଂଲଣ୍ଡ ଓ ୱେଲ କ୍ରିକେଟ ବୋର୍ହ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ତେବେ କରୋନା ସଂକ୍ରମିତ ଖେଳାଳିଙ୍କ ନାମ ପ୍ରକାଶ କରାଯାଇ ନାହିଁ । ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷମାନେ କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି କ୍ଷେତ୍ରରେ ନିଜ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ କରିାବ ସହିତ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିଥିବା ଦି ଷ୍ଟ୍ରେଟସ୍ ଟାଇମ୍ସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular