spot_img

ଏଟିକେ ମୋହନ ବାଗାନ ବନାମ ହାଇଦ୍ରାବାଦ ଏଫସି ମ୍ୟାଚ ଡ୍ର

ଗୋଆ: ଇଣ୍ଡିଆନ ସୁପରଲିଗରେ ଏଟିକେ ମୋହନ ବାଗାନ ଓ ହାଇଦ୍ରାବାଦ ଏଫସି ମ୍ୟାଚ ଡ୍ର ରହିଛି । ଯାହାଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି । ତେବେ ୫୪ ମିନିଟରେ ମନଭୀର ସିଂହ ଏକ ଗୋଲ ଦେଇ ଏଟିକେ ମୋହନ ବାଗାନକୁ ଅଗ୍ରଣୀ କରାଇଥିଲେ । ଅନ୍ୟପଟେ ୬୫ ମିନିଟରେ ଜୋଆଓ ଭିକ୍ଟର ଏହାକୁ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular