ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ଆଡିଲେଡରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ୨୪୪ ରନରେ ଅଲଆଉଟ ହୋଇଯାଇଛି । ପ୍ରଥମ ଦିନରେ ୬ ୱିକେଟ ହରାଇ ଭାରତ ୨୩୩ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ଦ୍ୱିତୀୟ ଦିନରେ ମାତ୍ର ୧୧ ରନ ଯୋଡି ଭାରତୀୟ ଦଳ ୨୪୪ ରନରେ ଅଲଆଉଟ ହୋଇଯାଇଥିଲା । ଅନ୍ୟପଟେ ବିପକ୍ଷ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୪ ୱିକେଟ ଏବଂ କୁମିନ୍ସ ୩ ୱିକେଟ ନେଇଥିଲେ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0