ଚିଲିକା: ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଦୁଇ ଦିନ ଚିଲିକା ବ୍ଲକ ର ପ୍ରତେକ ପଂଚାୟତ ବିଜେପି କର୍ମୀ ଭେଟି ଜନସାଧାରଣ ଙ୍କ ସୁଖ ଦୁଃଖ ବିଷୟ ରେ ପଚାରି ବୁଝିଥିଲେ l କିନ୍ତୁ ଆଜି ବାଣପୁର ବ୍ଲକ ର ବିଜେପି ନେତା ଦୁଷ୍ମନ୍ତ ହରିଚନ୍ଦନ ଙ୍କୁ ଭେଟି ଶୀଧେସ୍ୱର ମଣ୍ଡଳୀ ବୁଲି ଲୋକଙ୍କୁ ଭେଟିବା ସହିତ ଦିବା ସମୟ ରେ ଦୁଷ୍ମନ୍ତ ହରିଚନ୍ଦନ ଙ୍କ ଘରେ ଭୋଜନ କରି ଥିଲେ l ତାପରେ ଆମ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଭେଟି ଆଲୋଚନା ମଧ୍ୟ୍ କରି ଥିଲେ l କିନ୍ତୁ ଜନସମ୍ପର୍କ ଯାତ୍ରା ର ଉଦେଶ୍ୟ ବିଷୟରେ, ଶିଶୁ ହତ୍ୟା ଓ କୃଷକ ଆନ୍ଦୋଳନ ବିଷୟରେ ପଚାରିବାରୁ ଏହି ବିଷୟ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ ଦୁଷ୍ମନ୍ତ ହରିଚନ୍ଦନ ଜନ ସାଧାରଣ ଙ୍କୁ ଏହି ତିନୋଟି ବିଷୟରେ ମତ ରଖି ଛନ୍ତି l ଏହାପରେ ବାଣପୁର ର ଗମ୍ଭକ୍ଷରି ମୁଣ୍ଡା ବଜାର ସହିତ ଆଖ ପାଖରେ ଥିବା ଗ୍ରାମାଞ୍ଚଳ ପରିଦର୍ଶନ କରୁଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0