ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଯାଇଛି । ଟସ ଜିତି ଘରୋଇ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ପ୍ରଥମେ ବ୍ୟାଟିଂ କରି ମାତ୍ର ୩.୩ ଓଭରରେ ଓପନର ଡେଭିଡ ୱାର୍ନରଙ୍କ ୱିକେଟ ହରାଇଥିଲା । ଅନ୍ୟପଟେ ବର୍ଷା ଆରମ୍ଭ ହୋଇଯିବାରୁ ମାତ୍ର ୭.୧ ଓଭର ପରେ ଖେଳ ବନ୍ଦ ହୋଇଯାଇଥିଲା । ଖେଳ ବନ୍ଦ ହେବା ବେଳକୁ ଦଳ ମାତ୍ର ୨୧ ରନରେ ଗୋଟିଏ ୱିକେଟ ହରାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0