ନୂଆଦିଲ୍ଲୀ: ବିଶ୍ୱରେ କରୋନାରୁ ଏପର୍ୟ୍ୟନ୍ତ ମୁକ୍ତି ମିଳି ନାହିଁ, କିନ୍ତୁ ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆରେ ଆଉ ଏକ ବଡ ବିପର୍ୟ୍ୟୟ ଦେଖାଦେଇଛି । ଅଷ୍ଟ୍ରେଲିଆର ଅନେକ ସ୍ଥାନରେ ଏଭଳି ଏକ ରୋଗ ବ୍ୟାପିଛି, ଯେଉଁଥିପାଇଁ ସେଠାରେ ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ଚେତାବନୀ ଦିଆଯାଇଛି । ଏହି ରୋଗ ଏତେ ବିପଦଜନକ ଯେ ଏଥିରେ ଶରୀରର ଯେଉଁ ଅଶଂ ପ୍ରଭାବିତ ହେଉଛି ସେଠାରୁ ଧିରେ ଧିରେ ମାଂସ କମିବାକୁ ଲାଗୁଛି । ଅଷ୍ଟ୍ରେଲିଆରେ ବ୍ୟାପିଥିବା ଏହି ରୋଗର ନାମ ବୁଋଲୀ ଅଲସର୍ । ଏହି ରୋଗ ହେବା ଦ୍ୱାରା ଶରୀରର ଅନେକ ଅଶଂରୁ ମାଂସ ଖାଇଯାଇଥାଏ । ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ ଏହି ରୋଗ ଦେଖାଦେଇଛି । ଯାହା ପରେ ଆଖପାଖରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0