ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ନବମ ସିରିଡି ସାଇ ଭଜନ ଅନୁଷ୍ଠିତ । ସିରିଡି ସାଇ ଭାଗବତି ଟ୍ରଷ୍ଟ ତରଫରୁ ଏକ ବିଶାଳ ସାଇ ଭଜନ ସମାହାର ଅନୁଷ୍ଠିତ ହୋଇଥିଲା । ଏହି ଉସôବରେ ଓଲିଉଡର ଅନେକ ବଡ ବଡ ସିଙ୍ଗର ଯୋଗ ଦେଇ ନିଜର ସଙ୍ଗୀତ ପଦର୍ଶନ କରି ଦର୍ଶକଙ୍କ ମନ କିଣି ଥିଲେ । ଭଜନ ସମାରୋହରେ ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ଏବଂ ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗ ଦେଇଥିଲେ । ଏଥିସହ ବାଲୁଗାଁ ବାଣପୁର ଓ ଗମ୍ଭାରୀମୁଣ୍ଡା ଅଞ୍ଚଳରୁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0