spot_img

ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର ଡିନ୍ ଜୋନସଙ୍କ ନିଧନ

ମୁମ୍ବାଇ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନସଙ୍କର ମୁମ୍ବାଇରେ ହୃଦଘାତରେ ପରଲୋକ ହୋଇଛି । ସେ ମୁମ୍ବାାଇରେ ରହି ଆଇପିଏଲର କମେଣ୍ଟ୍ରି କରୁଥିଲେ । ସେ ସୋସି÷ଆଲ ମିଡ଼ିଆରେ ବହୁତ ଆକ୍ଟିଭ୍ ରହିଥାଆନ୍ତି । ଅଷ୍ଟେଲିଆର ଦକ୍ଷ କ୍ରିକେଟର ଓ ଫିଲଡର ଭାବେ ଡିନ୍ ଜଣାଶୁଣା । ସେ ୫୨ଟି ଟେଷ୍ଟ , ୧୬୪ ୱାନ ଡେରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରିଛନ୍ତି । ଟେଷ୍ଟରେ ୨୧୬ ରନ୍ ଓ ୱାନ୍ ଡେରେ ୧୪୫ ରନ୍ ଡିନ୍ ଜୋନ୍ସ । ୱିକେଟ ମଧ୍ୟରେ ଦୌଡ଼ି ରନ୍ ସଂକ୍ରହ କରିବାରେ ସେ ନିପୁଣ ଥିଲେ । ଟେଷ୍ଟ କ୍ରିକେଟରେ ୪୬.୫୫ହାରରେ ୩୬୩୧ ରନ୍ କରିଛନ୍ତି । ସେଥିରେ ୧୧ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ ଅଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular