spot_img

ଟସ ଜିତି ଫିଲଣ୍ଡିଂ ନିଷ୍ପତି ନେଲା ଆରସିବି

ଦୁବାଇ: କରୋନା କାଳରେ ଆରମ୍ଭ ହୋଇଥିବା ଆଇପିଏଲର ଆଜି ଷଷ୍ଠ ମ୍ୟାଚ । ରୟାଲ୍ସ ଚାଲେଞ୍ଜର ବାଙ୍ଗେଲର ଏବଂ କିଙ୍ଗସ ଇଲେଭେନ ପଞ୍ଜାବ ଆଜି ମୁହାଁ ମୁହିଁ ହେଉଛନ୍ତି । ତେବେ ଟସ ଜିତି ଆରସିବି ପ୍ରଥମେ ଫିଲଡ଼ିଂ କରିବା ପାଇଁ ନିଷ୍ପତି ନେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular