ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ବଚ୍ଚନ ପାଣ୍ଡେ ଆସନ୍ତା ଜାନୁଆରୀ ୨୬ରେ ରିଲିଜ ହେବାକୁ ଯାଉଛି । ତେବେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଉଥିବା ଅକ୍ଷୟ କୁମାର ଏହି ଫିଲ୍ମରେ ନେଗେଟିଭ ରୋଲରେ ଦେଖିବା ପାଇଁ ମିଳିବ । ସେଥିପାଇଁ ନିଜ ଲୁକରେ ମଧ୍ୟ ଅନେକ ପରିବତ୍ତନ କରଇଛନ୍ତି ଅକ୍ଷୟ । ଏଥିରେ ଆକ୍ସନ, କମେଡି ସବୁ ରହିଥିବାର ସୂଚନା ଦେଇଛନ୍ତି ଫିଲ୍ମର ନିଦେ୍ର୍ଦଶକ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0