spot_img

ଭଡ଼ାଦେଉଥିଲେ ହୋଇଯାନ୍ତୁ ସାବଧାନ ! ଆପଣବି ହୋଇପାରନ୍ତି ଏପରି ଶିକାର

ବଡ଼ବିଲ: ଭାଇରାଲ ହେଉଛି ମହିଳାଙ୍କ ଅଶୀଳ ଫଟୋ । ହ୍ୱାଟସପକୁ ହ୍ୱାଟସପ ଘୁରି ବୁଲୁଛି ମହିଳାଙ୍କ ଅଶୀଳ ଫଟୋ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସୁନ୍ଦରାବସ୍ତିରେ । ଝାଡ଼ଖଣ୍ଡରୁ ଆସି ବ୍ୟବସାୟ କରିବା ଉଦେଶ୍ୟରେ ସୁନ୍ଦରାବସ୍ତିରେ ଯୁବକ ଜଣକ ଭଡ଼ାରେ ରହୁଥିଲେ । ତେବେ ଘର ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ପନôିଙ୍କର ବିଭିନ୍ନ ଅଶୀଳ ଫଟୋ ଉଠାଇଥିଲେ ଯୁବକ । ପରେ ଏହାକୁ ବିଭିନ୍ନ ହ୍ୱାଟସପ ଜରିଆରେ ଭାଇରାଲ କରିଥିଲେ । ଏନେଇ ଘରମାଲିକ ବଡ଼ବିଲ ଥାନାରେ ଅଭିଯୋଗ କରିଛନ୍ତି । ପୋଲି ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କିଛିଦିନ ପୂର୍ବେ ଘରମାଲିକ ଯୁବକଙ୍କ ଘରୁ ବାହାର କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular