ମେ’ ୧୮ରେ ଖୋଲିବ ବଦ୍ରିନାଥ ଧାମ । ବସନ୍ତ ପଞ୍ଚମୀ ଅବସରରେ ମନ୍ଦିର ଖୋଲିବା ନେଇ ତିଥି ଘୋଷଣା କରାଯାଇଛି । ବସନ୍ତ ପଞ୍ଚମୀ ଦେବୀ ସରସ୍ୱତୀଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ଶୁଭ ବୋଲି ମାନି ଘୋଷଣା କରାଯାଇଥିବା କହିଛନ୍ତି ଧାମର ଧର୍ମାଧିକାରୀ ଆଚର୍ଯ୍ୟ ଭୁବନଚନ୍ଦ୍ର ଉନିୟାଲ । ଶ୍ରଦ୍ଧାଳୁଙ୍କ ପାଇଁ ସକାଳ ୪ଟା ୧୫ରେ ଦ୍ୱାର ଖୋଲାଯିବ । ଗାଡ଼ୁ ଘଡ଼ା ଯାତ୍ରୀ ୨୯ ଏପ୍ରିଲରେ ହେବ ବୋଲି ମଧ୍ୟ ନିଶ୍ଚିତ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0