spot_img

ବଳଙ୍ଗା ଥାନା SI ନିଲମ୍ବିତ

ପିପିଲି ଉପନିର୍ବାଚନ ପାଇଁ ହଲଚଲ ହେଉଛି ପୁରୀ | ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏସଆଇ ତଅପୋଇ ନାୟକ ନିଲମ୍ବିତ । ତଅପୋଇଙ୍କୁ ନିଲମ୍ବନ କଲେ ପୁରୀ SP । କର୍ତ୍ତବ୍ୟରେ ଅବହେଳା ପାଇଁ କଲେ ନିଲମ୍ବନ । ୨୭ ତାରିଖ ବିଳମ୍ୱିତ ରାତ୍ରୀରେ ଥାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଥାନା ଛାତ ଭୁଶୁଡ଼ିବା ପରେ ଛାତ ଫାଟିଗଲା । ବିସ୍ଫୋରଣରେ ଥାନା ଭିତରର ନକ୍ସା ବଦଳି ଯାଇଛି । ଥାନା ଭିତରର ସବୁ ଆସବାବପତ୍ର ଛିନଛତ୍ର ହୋଇପଡିଛି। ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ, କମ୍ପ୍ୟୁଟର, ଟେବୁଲ, ଚେୟାର ସବୁ ନଷ୍ଟ ହୋଇଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ପରେ ନିଲମ୍ୱିତ କରାଯାଇଥିବା ନେଇ ପିପିଲି SDPO ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular