ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବନହରପାଲି ଓପିଜିସି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଘଟିଛି ଏକ ଅଘଟଣ । କେନ୍ଦ୍ରରେ ୩ ନମ୍ବର ୟୁନିଟ ପାଉଁଶ କାରଖାନାରେ ହପର ଦୁର୍ଘଟଣାରେ ଆହତ ୩ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶ୍ରମିକ ଜଣଙ୍କ ହେଉଛନ୍ତି ପି. ଭଗବାନ ପାତ୍ର । ତେବେ ଗୁରୁତର ଅନ୍ୟ ୨ ଶ୍ରମିକ ଏବେ ମଧ୍ୟ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରକାନାରେ ଚିକିତ୍ସିତ ହେଉଛନ୍ତି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0