spot_img

ବାଙ୍ଗାଲୋରକୁ ହରାଇଲା ଇଷ୍ଟ ବେଙ୍ଗଲ

ଗୋଆ: ଇଣ୍ଡିଆନ ସୁପରଲିଗରେ ଇଷ୍ଟ ବେଙ୍ଗଲ ୧-୦ ଗୋଲରେ ବାଙ୍ଗାଲୋର ଏଫସିକୁ ପରାସ୍ତ କରିଛି । ତେବେ ବାଙ୍ଗାଲୋର ୧୦ଟି ମ୍ୟାଚ ଖେଳି ୩ଟି ବିଜୟ, ୩ଟି ଡ୍ର ଓ ୪ଟି ପରାଜୟ ସହ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି । ଅନ୍ୟପଟେ ଇଷ୍ଟ ବେଙ୍ଗଲ ୧୦ଟି ମ୍ୟାଚ ଖେଳି ୨ ଟି ବିଜୟ, ୪ଟି ଡ୍ର ଓ ପରାଜୟ ସହ ୧୦ ପଏଣ୍ଟ ପାଇ ତାଲିକାରେ ନବମ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular