spot_img

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନସମ୍ପର୍କ ପଦଯାତ୍ରା

ଖୋର୍ଦ୍ଧା: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନସମ୍ପର୍କ ପଦଯାତ୍ରା । ବିଜେପି ମଣ୍ଡଳ ତରଫରୁ ଖୋର୍ଦ୍ଧାର ବିଭିନ୍ନ ୱାଡ଼ରେ ଏହି ପଦଯାତ୍ରା କରାଯାଇଛି । ସାଂସଦ ପଦଯାତ୍ରା ସମୟରେ ସମସ୍ତଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ । ଏହି ପଦଯାତ୍ରାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ବରିଷ୍ଠ ବିଜେପି ନେତା ନିକୁଂଜ ବିହାରୀ ପଟ୍ଟନାୟକ ଙ୍କ ସହିତ ବହୁ ବିଜେପି କର୍ମୀ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular