ବଲାଙ୍ଗିର: ବିଅର ବୋତଲରେ ଆକ୍ରମଣ ଯୋଗୁଁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି କେଶବ କୁମ୍ଭାର ଏବଂ ଆହତ ହେଉଛନ୍ତି ତୁଷାର କୁମ୍ଭାର। ଏହି ଘଟଣା ବଲାଙ୍ଗିର ଟାଉନ୍ ଥାନା ଅନ୍ତର୍ଗତ ପାଲି କଲ୍ୟାଣ ମଣ୍ଡପ ନିକଟରେ ଘଟିଛି। ଘଟଣାରେ ସଂପୃକ୍ତ ବେହେରା ପାଲିର ମଞ୍ଜିତ୍ କୁମ୍ଭାର ଓ ରାଜେନ୍ଦ୍ର ବିଭାରକୁ ପୋଲିସର ଅଟକ ରଖି ପଚରାଉଚୁରା କରିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0