ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ) ରେ ଅନେକ ପଦବୀରେ ନିଯୁକ୍ତି ଜାରି । ସୂଚନା ମୁତାବକ ଏହି ନିଯୁକ୍ତି ରିସର୍ଚ୍ଚ ଅଫିସର, ଏସଏଆରଏଫ୍, ଡିଇଓ ଏବଂ ଲ୍ୟାବ ଟେକ୍ନିସିଆନ ସମେତ ଅନେକ ପଦବୀରେ ପ୍ରକାଶ ପାଇଛି । ଇଛୁକ ଆବେଦନକାରୀ ଆସନ୍ତା ୫ ଅଗଷ୍ଟ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ପଦବୀ ନାମ ଏବଂ ପଦ ସଂଖ୍ୟା:
ଋିସର୍ଚ୍ଚ ଅଫିସର- ୧
ସିନିୟର ରିସର୍ଚ୍ଚ ଫେଲୋ- ୨
ଟେକ୍ନିସିଆନ- ୨
ଡାଟା ଏଣ୍ଟ୍ରି ଅପରେଟର- ୧
ଫିଲ୍ଡ ୱାର୍କର- ୨
ପ୍ରୋଜେକ୍ଟ ଆଟେଡାଣ୍ଟ- ୨
ବୟସ ସୀମା:
ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୩୦, ୩୫ ଏବଂ ୪୫ ବର୍ଷ ପଦବୀ ଅନୁଯାୟୀ ନିର୍ଦ୍ଦାରିତ କରାଯାଇଛି ।
ଜରୁରୀ ତାରିଖ:
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ: ୦୫ ଅଗଷ୍ଟ ୨୦୨୦ ୦୭ ୧୬
ଆବଦେନ ପ୍ରକ୍ରିୟା:
ଆବେଦନକାରୀ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନର ଅଫିସିଆଲ ୱେବସାଇଟ୍ ଜରିଆରେ ଅନଲାଇନ୍ ଆବେଦନ କରିପାରିବେ । ଆବେଦନ ପୂର୍ବରୁ ପ୍ରଥମେ ଆବେଦନକାରୀ ସଂସ୍ଥାନ ଦ୍ୱାରା ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢିବା ସହ ଆବେଦନ କରିବା ସମୟରେ ଯେପରି କୌଣସି ତ୍ରୁଟି ନରହେ ସେଥିପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0