ଭୁୁବନେଶ୍ୱର: ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ଏଣିକି ସବୁଦିନ ଗଡିବ । ଶୁକ୍ରବାରଠାରୁ ସପ୍ତାହରେ ପାଞ୍ଚଦିନ ପରିବର୍ତ୍ତେ ପ୍ରତିଦିନ ଚଳାଚଳ କରାଇବାକୁ ପୁର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ ସକାଳ ୬ଟା ୩୦ରେ ଭୁବନେଶ୍ୱର ଛାଡୁଥିବା ବେଳେ ବଲାଙ୍ଗୀରରୁ ଅପରାହ୍ନ ୨ଟା ୪୫ରେ ଛାଡୁଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0