ନୂଆଦିଲ୍ଲୀ: ଗତ ଡିସେମ୍ବର ମାସରୁ ଚୀନରେ ସଂକ୍ରମଣ ବ୍ୟାପିବାଠାରୁ ଏ ପର୍ୟ୍ୟନ୍ତ ବିଶ୍ବର ପ୍ରାୟ ୪୨ ନିୟୁତ ଲୋକ କରୋନାଭାଇରସ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନ୍ୟୂନ ୧,୧୪୫,୮୪୭ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ସମଗ୍ର ବିଶ୍ବରେ ପଞ୍ଜିକୃତ ହୋଇଥିବା ଅନ୍ୟୂନ ୪୨,୨୬୨,୨୯୦ କରୋନାଭାଇରସ ସଂକ୍ରମଣ ମାମଲାରୁ ସମ୍ପ୍ରତି ୨୮, ୭୫୪,୯୦୦ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0