ରାଜନଗର: ଶ୍ରୀରାମ ମନ୍ଦିର ନିର୍ମାଣ ତୀର୍ଥ କ୍ଷେତ୍ର ଅଯୋଧ୍ୟାନ୍ୟାସ ରାଜନଗର ଖଣ୍ଡରେ ନିଧିସମର୍ପଣ ଗ୍ରହଣ କାଯ୍ୟର ଶୁଭାରମ୍ଭ । ଅପରାହ୍ନ ୩ ଟା ସମୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଵିଧି ସମର୍ପଣ ରାଜନଗର ମଣ୍ଡଳ ତରଫରୁ ୮ ଟି ସ୍ଥାନରେ ଶୁଭାରମ୍ଭ ଵିଧିଗ୍ରହ କାଯ୍ୟ ଅନୁଷ୍ଠିତ ହୋଇଯାଇଛି l ଯଥା ଡେରା, ଗୁପ୍ତି, କେରଡ଼ାଗଡ଼, ଓସ୍ତିଆ, ଚାନ୍ଦିବାଉଁଶମୂଳ, ଭିତରଗଡ଼, ତାଳଚୁଆ, ଡ଼ାଙ୍ଗମାଳ l ପ୍ରଥମେ ବିଶ୍ୱହିନ୍ଦୁ ପରିଷଦ ରାଜନଗର ପ୍ରଖଣ୍ଡ ମଣ୍ଡଳ ଅଭିଯାନ ପ୍ରମୁଖ ସ୍ଥାନୀୟ ଦଧିବାମନ ମନ୍ଦିରରୁ ଆଜ୍ଞାମାଳ ସହ ସଂକୀର୍ତନ କରାଯାଇ ଦୁର୍ଗାମନ୍ଦିର ସଭାମଞ୍ଚକୁ ଅଣାଯାଇଥିଲା l ତାପରେ ଶ୍ରୀରାମଙ୍କ ଫଟୋକୁ ପୂଜା କରାଯାଇକରି ଶୁଭାରମ୍ଭ କରାଯାଇଥିଲା l



Visitors Today : 2
Total Visitors : 130168
Total Views : 9891613
Visitors Online Now : 0