ମୁମ୍ବାଇ: କରୋନା ମହାମାରୀ ସମୟରେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ଏକ ବଡ଼ ନିଷ୍ପତି ନେଇଛନ୍ତି । ଅମିତାଭ ନିଜ ଅର୍ଗାନ ଦାନ କରିବେ ବୋଲି ଟ୍ୱିଟର ଏକାଉଣ୍ଟରେ ଘୋଷଣା କରିଛନ୍ତି । ତାହା ସହ ନିଜର ଏକ ଫୋଟ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଅମିତାଭଙ୍କ କୋର୍ଟରେ ଏକ ଛୋଟ ଗ୍ରୀନ ରଙ୍ଗର ରବିନ ଲାଗିଛି ।
T 3675 – I am a pledged ORGAN DONOR .. I wear the green ribbon of its sanctity !!🙏 pic.twitter.com/EIxUJzkGU6
— Amitabh Bachchan (@SrBachchan) September 29, 2020
ତାହାସହ ମୁଁ ଶପଥ ନେଇ ସାରିଥିବା ଜଣେ ଅର୍ଗାନ ଡ଼ୋନର ଅଟେ ବୋଲି ଅମିତାଭ ତାଙ୍କ ପୋଷ୍ଟରେ ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟକୁ ପ୍ରଶଂସକ ସମର୍ଥନ କରିବା ସହ ସେମାନଙ୍କର ଅର୍ଗାନ ଡ଼ୋନେଟର ସାର୍ଟିଫିକେଟ ସେୟାର କରିଛନ୍ତି । ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0