ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ ରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି , ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଏହି ହେଲଥ କାର୍ଡ ର ଶୁଭାରମ୍ଭ କରାଯାଇଥିଲା ବେଳେ ଆଜି ଡେଲାଙ୍ଗ ବ୍ଲକର ପାଞ୍ଚଟି ଗ୍ରାମପଞ୍ଚାୟତରେ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଦ୍ବାରା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ସମସ୍ତ ପଂଚାୟତରେ ଯୋଗଦେଇ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସ୍ମାର୍ଟ କାର୍ଡ ବ୍ୟବହାର ସମ୍ପର୍କରେ ସମସ୍ତ ହିତାଧିକାରୀମାନକୁ ବୁଝାଇଥିଲେ । ଏହି କାର୍ୟ୍ୟକ୍ରମରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ,ଡେଲାଙ୍ଗ ଈଊଙ ଦିଲିପି କୁମାର ଷଡଙ୍ଗୀ, ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ ସହିତ ପାଞ୍ଚ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0