spot_img

ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ

ରାଜକନିକା ବ୍ଲକ ଅନ୍ତର୍ଗତ ବରୁଣା ଗ୍ରାମ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି । ତେବେ ୭୧୦ ହିତାଧିକାରୀ ଙ୍କୁ ବିଡ଼ିଓ ରବି ନାରାୟଣ ଆଚାର୍ୟ୍ୟ ଏବଂ ତହସିଲଦାର ପ୍ରେମାନନ୍ଦ ବେହେରା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ପରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହିତ ତାର ସଦୂପ ଯୋଗ କରି କିପରି ମାଗଣାରେ ଚିକିତ୍ସିତ ହୋଇ ପାରିବେ ସେ ବିଷୟରେ ଆଲୋଚନା ମଧ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular