ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ବାଲୁଗାଁ ଉଚ୍ଚ ବିଦ୍ୟାଳୟ ଠାରେ ୧୯୯୨ ବ୍ୟଚ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମୋ ସ୍କୁଲ ଅଭିଯାନ ଏବଂ ପୂର୍ବତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଛି | ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ମନଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ କରିବା ସହିତ ଏକ ଲକ୍ଷ୍ୟ ଟଙ୍କା ର ଚେକ୍ ପ୍ରଦାନ କରିଥିଲେ| ଯାହାକି ବର୍ତ୍ତମାନ ସମୟରେ ଗୁରୁ ଶିଷ୍ୟ ଙ୍କ ସମ୍ପର୍କ ରେ ସାଜିଛି ଏକ ନିଆରା ଉଦାହରଣ|



Visitors Today : 2
Total Visitors : 130171
Total Views : 9891617
Visitors Online Now : 0