spot_img

ଆସନ୍ତାକାଲିଠୁ ବଢିବ ଉଡାଣ ସଂଖ୍ୟା .. ତିନୋଟି ମେଟ୍ରୋ ସହରକୁ ବିମାନ ଚଳାଚଳ ଆରମ୍ଭ .

ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନରୁ ତିନୋଟି ମେଟ୍ରୋ ସହରକୁ ବିମାନ ଚଳାଚଳ ଆରମ୍ଭ କରିବ । ଏହି ବିମାନ ଚଳାଚଳ ନେଇ ବିମାନବନ୍ଦର କର୍ତ୍ତୁପକ୍ଷ କହି୍ଛନ୍ତି ୭୪ତମ ସ୍ୱାଧିନତା ଅବସରରେ ତିନଟି ମେଟ୍ରୋ ସହର ନୁଆଦିଲ୍ଲୀ,ମୁମ୍ବାଇ, ଓ ହାଇଦ୍ରାବାଦକୁ ଅଧିକ ସଂଖ୍ୟକ ବିମାନ ଉଡାଣ ଆରମ୍ଭ କରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular