spot_img

ଲଘୁଚାପ ପ୍ରଭାବରେ ତିନିଦିନ ବର୍ଷା.. ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା..

ଆସନ୍ତା ୩ଦିନ ଯାଏଁ ବର୍ଷା ଲାଗିରହିବ । ଏହାର ପ୍ରଭାବରେ ଆସନ୍ତା ୧୭ତାରିଖ ଯାଏଁ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା .. ଏହି ଜିଲ୍ଲାଗୁଡିକୁ ଅରେଂଜ ଫ୍ୱାର୍ଣ୍ଣି ଜାରି କରାଯାଇଛି । ଏଥିସହ ବର୍ଷା ସମୟରେ ସମୁଦ୍ର ଭିତରକୁ ର ନ ଯିବାକୁ ବାରଣ ମଧ୍ୟ କରାଯାଇଛି । ଏଥିସହ ଆସନ୍ତା ଦୁଇଦିନ ମଧ୍ୟରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ ବିଗ୍ୟଂନ ପୁର୍ବାନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular