spot_img

ବାଇକ୍‌କୁ ଧକ୍କା ଦେଲା କାର୍

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ନିକଟରେ ଦୁର୍ଘଟଣା । ଇଣ୍ଡିଗୋ କାର୍ ମିନି ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ସୂଚନାଯୋଗ୍ୟ ଯେ, ପ୍ରଥମେ ଦ୍ରୁତ ଗତିରେ ଯାଉଥିବା ଏକ ଇଣ୍ଡିଗୋ କାର୍ ବାଇକକୁ ଧକ୍କା ଦେଇ ପଳାଇଥିଲା ବାଇକଟି ଧକ୍କା ଖାଇ ବିପରୀତ ଦିଗରୁ ଆସୁଥିବା ଏହି ଆଇଚର ଟ୍ରକରେ ଧକ୍କା ହୋଇଥିଲା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ମୃତକ ଜଣଙ୍କ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ସରଦଖରିପଡିଆ ଗ୍ରାମର ମାନସ ସାସମଲ ବୋଲି ତାଙ୍କ ଆଧାର କାର୍ଡରୁ ଜଣାପଡିଛି ରାସୋଳ ପୋଲିସ ମୃତଦେହ ଜବତ କରିଛି ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଇଣ୍ଡିଗୋ କାର୍ ଫେରାର ହୋଇଯାଇଛି ତେବେ ଆଇଚର ଟ୍ରକକୁ ପୋଲିସ ଜବତ କରିଛି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular