ସମ୍ବଲପୁର : ଭାରସାମ୍ୟ ହରାଇ ବ୍ରିଜରେ ପିଟିହୋଇ ନାଳକୁ ଖସିଲା ବାଇକ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରାସ୍ତା ଡିମିରିକୁଦା ବ୍ରିଜରେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ବ୍ରିଜ ଉପରେ ବାଇକ ପିଟି ହେବା ଯୋଗୁଁ ନାଳ ତଳକୁ ଖସି ପଡିଥିଲା ବାଇକ । ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ପୋଲିସ ପହଞ୍ଚି ଉଦ୍ଧାର କରିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0