ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଘାଟିରେ ପୁଣି ଏକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦୁଇଟି ଟ୍ରକ ଓଲଟି ପଡ଼ିଥିବାର ଖବର ମିଳିଛି। ଏଥିରେ ଉଭୟ ଟ୍ରକର ଚାଳକ ଆହତ ହୋଇଛନ୍ତି। ଦୁଇଟି ଟ୍ରକ ମକା ବୋଝେଇ କରି ବ୍ରହ୍ମପୁର ଆଡ଼କୁ ଆସୁଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0