କରୋନା ମହାମାରୀର ଘଡିସନ୍ଧି ମୁହୁର୍ତ୍ତରେ ନିଜ ଘର ଓ ପରିବାରକୁ ଭୁଲି ତ୍ୟାଗ ଓ ସର୍ମପଣ ମନୋଭାବ ଘେନି ଦିନ ରାତି ଅନବରତ ଭାବେ ଡାକ୍ତର ,ପାରାମେଡିକାଲ କର୍ମଚାରୀ ,ପୋଲିସ ଅଙ୍ଗନବାଡି ,ଓ ଆଶା କର୍ମୀ ଆଦି କୋଭିଡ ଯୋଦ୍ଧାମାନେ ନିଜ ଶ୍ରମ ଦାନ କରିଆସିଛନ୍ତି । ସେମାନଙ୍କ ଏହି ନିସ୍ୱାର୍ଥପର ସେବା ଓ ମହତ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ନାନକ୍ରମେ ସଂଧ୍ୟା ୬ଘଟିକା ସମୟରେ ବିଜେଡି କାର୍ଯ୍ୟାଳୟରେ ଦଳ ରାଜ୍ୟ (ସାଧାରଣ ସମ୍ଫାଦକ) ,ଶ୍ରୀ ସଂଜୟଦାସବର୍ମା ଙ୍କ ନେତୃତରେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ କୋଭିଡ ଯୋଦ୍ଧାଙ୍କ ସମ୍ମାନର୍ଥେ ୧ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା ।କାର୍ଯ୍ୟକ୍ରମରେ ବିଜୁ ଜନତ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0