spot_img

ବିଜେପର ଦିତ୍ୱୀୟ ଦିନର ପଦଯାତ୍ରା ଆରମ୍ଭ

ନୟାଗଡ: ପରୀ ହତ୍ୟାକାଣ୍ଡ ପାଇଁ ବିଜେପ ତରଫରୁ ଦିତ୍ୱୀୟ ଦିନର ପଦଯାତ୍ରା ଆରମ୍ଭ ହୋଇଛି । ସକାଳୁ ଖୋର୍ଦ୍ଧା ଭୁଆଶୁଣି ମନ୍ଦିର ଠାରୁ ପଦଯାତ୍ରା ଆରମ୍ଭ ହୋଇଛି । ପଦଯାତ୍ରାରେ ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର,ପୁର୍ବତନ ସାଂସଦ ବିଭୁପ୍ରସାଦ ତରାଇ ଓ ଅନ୍ୟ ବହୁ ବିଜେପି ନେତା ସାମିଲ ହୋଇଥିଲେ । ଏହାସହ ପଦଯାତ୍ରାରେ ରାଜ୍ୟମୁଖ୍ୟପାତ୍ର ସୋନାଲି ସାହୁ ,ସୁଦିପ୍ତ ରାୟ ନିଜର ଅଭିଭାଷଣ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular