ନୟାଗଡ: ପରୀ ହତ୍ୟା ମାମଲାକୁ ନେଇ ପଲ୍ଲୀରୁ ଦିଲ୍ଲୀ ସରଗରମ । ନୟାଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପି ଆନେ୍ଦାଳନ ରତ । ଦୀର୍ଘ ୧୦ ଦିନ ହେବ ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ବିଜେପି ତାର ବିକ୍ଷୋଭ ଜାରି ରଖିଛି । ଭାରତୀୟ ଜନତା ପାର୍ଟି ତରଫରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିଥିବା ବେଳେ ପ୍ରତ୍ୟେକ ଦିନ ବିଜେପିର ବରିଷ୍ଠ ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ପରୀକୁ ନ୍ୟାୟ ଦେବାକୁ ନାରାବାଜି କରୁଥିବା ଦେଖିବାକୁ ମିଳୁଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0