ବାଲିଆ: ଉତ୍ତର ପ୍ରଦେଶ ବାଲିଆ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ନିଜ ଦଳର ସାଂସଦ ବୀରେନ୍ଦ୍ର ସିଂହଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସୁରେନ୍ଦ୍ର ସିଂହ ବୀରେନ୍ଦ୍ର ସିଂହଙ୍କ ଉପରେ ଜମି ମାଫିଆ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ସାଂସଦ ଓ ଜିଲ୍ଲା ଅଧିକାରୀଙ୍କ ବୁଦ୍ଧି-ଶୁଦ୍ଧି ପାଇଁ ୧୦୧ ଘଣ୍ଟା ଉପବାସ କରିବେ ବୋଲି କହିଛନ୍ତି। ଜିଲ୍ଲା ଅଧିକାରୀ ଏଚପି ଶାହି ସାଂସଦଙ୍କ ଚାପରେ ଆସି କାମ କରୁଥିବା ମଧ୍ୟ ସେ ଆରୋପ ଲଗାଇଛନ୍ତି। ମଙ୍ଗଳବାର ରାତିରେ ବିଧାୟକ ନିଜ ବାସଭବନରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ସାଂସଦ ବୀରେନ୍ଦ୍ର ସିଂହଙ୍କ ଉପରେ ଜମି ମାଫିଆ ଆରୋପ ଲଗାଇଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0