spot_img

ହଲିଉରେ ଡେବ୍ୟୁ କରିବେ ଜ୍ୟାକଲିନ

ଖୁବଶିଘ୍ର ହଲିଉରେ ଡେବ୍ୟୁ କରିବେ ବଲିଉଡ଼ର ଆଉ ଜଣେ ଅଭିନେତ୍ରୀ । ପ୍ରିୟଙ୍କା ଓ ଦୀପିକାଙ୍କ ପରେ ଏବେ ହଲିଉଡ଼ରେ ପାଦ ଦେବେ ଜ୍ୟାକଲିନ ଫର୍ନାଡ଼ିସ । ଜ୍ୟାକଲିନ ଫିଲ୍ମ ‘ ଓମେନ ଷ୍ଟୋରୀଜ’ ରେ ହଲିଉଡ଼ରେ ଡ଼େବୁ କରିବେ । ତେବେ ଏହି ଫିଲ୍ମରେ ଅଲଗା ଶୈଳୀର ୬ଟି କାହାଣୀ ରହିବ । ସେଥି ମଧ୍ୟରୁ ଗୋଟିଏ ଷ୍ଟୋରୀରେ ଜ୍ୟାକଲିନ ନଜର ଆସିବେ । ନିଦେ୍ର୍ଦଶକ ଲୀନା ଯାଦବଙ୍କ ଏହି ଫିଲ୍ମର ସୁଟିଂ ଇଟାଲି,ଭାରତ ଏବଂ ଆମେରୀକାରେ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular