spot_img

ବଗଲା ଜମି ବିକ୍ରି ବିବାଦ ନେଇ ବିଜେପି ପକ୍ଷରୁ ଶୋଭାଯାତ୍ରା

ପୁରୀ : ବଗଲା ଧର୍ମଶାଳା ବିକ୍ରିକୁ ବିରୋଧ କରି ପୁରୀ ସହର ବିଜେପି ପକ୍ଷରୁ ୨୭ ଦିନ ଧାରଣାରେ ବସିବା ପରେ ଆଜି ଏକ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବାକୁ ଆସୁଛନ୍ତି । ଏନେଇ ସିଂହଦ୍ୱାରଠାରୁ ପଦଯାତ୍ରା ଆରମ୍ଭ କରି ନବୀନ ନିବାସ ଯାଏଁ ଯିବ ବୋଲି ନିଷ୍ପତି ହୋଇଛି ।

ଏହାସହ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଲାଗି ପୁରୁଣା ଜେଲ୍ ଜମିକୁ ଡାକ୍ତରଖାନା ସହ ମିଶାଇବାକୁ ପାଇଁ ମଧ୍ୟ ଦାବିପତ୍ର ଦେବ ବିଜେପି । ଏହି ଶୋଭାଯାତ୍ରାରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular