ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ଛତ୍ରଭଙ୍ଗ ଦେବେ ବିରୋଧି । ଏପରି ଅନୁମାନ ଲଗାଇଛି ଟାଇମ୍ସ ନାଓ ନବଭାରତ । ବିଜେପି ୨୩୦ରୁ ୨୪୯ ଆସନରେ ବିଜୟ ହେବ ବୋଲି ଓପିନିୟନ ପୋଲ କହୁଛି ।ଉତ୍ତର ପ୍ରଦେଶରେ ପୁଣି ସରକାର ଗଢିବ ବିଜେପି । ଉତ୍ତର ପ୍ରଦେଶ ବିଧାନସଭାରେ ଅଛି ୪୦୩ ଆସନ । ସରକାର ଗଠନ କରିବାକୁ ଦରକାର ୨୦୨ ଆସନ । ଯଦି ଆଜି ନିର୍ବାଚନ ହୁଏ ତେବେ ବିଜେପି ସ୍ପଷ୍ଟ ଭାବେ ସଂଖ୍ୟା ଗରିଷ୍ଠତା ଲାଭ କରିବ । ୨୦୧୭ ତୁଳନାରେ ବିଜେପିକୁ କମ୍ ଆସନ ମିଳିବ ବୋଲି ଓପିନିୟନ ପୋଲରେ କୁହାଯାଇଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0