spot_img

ରାଜକନିକାରେ ରକ୍ତ ଦାନ ଶିବିର

ରାଜକନିକା ବ୍ଲକ ଓଲାଭର କଲେଜରେ ଆଜି ଓଡିଶା ମୋ ପରିବାର ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଏହି ଅବସରରେ ରାଜକନିକା ବ୍ଲକ ଚ୍ୟାରମ୍ୟାନ ସାବିତ୍ରୀ ଦାସ ଆନୁଷ୍ଠାନିକ ଭାବେ ବିଜୁପଟ ନାୟକ ଓ ଆଳି ରାଜା ସାହେବ ଶରତ ଦେବଙ୍କ ଫଟୋରେ ପ୍ରଦୀପ ପ୍ରଜ୍ୱଳନ କରି ଏହି ରକ୍ତଦାନ ଶିବିରକୁ ଆରମ୍ଭ କରିଥିଲେ।ଶତାଧିକ ଯୁବକ ଯୁବତୀ ମହିଳା ମାନେ ସ୍ୱେଚ୍ଛା କୃତ ଭାବରେ ରକ୍ତଦାନ କରିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular