ଖୋର୍ଦ୍ଧା: ରକ୍ତ ଦାନ ଶିବିର ଅନୁଷ୍ଠିତ । ରୋଟାରୀ କ୍ଳବ ଖୋର୍ଦ୍ଧାଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାର ଗୁଡ଼ିକରୁ ରକ୍ତର ପରିମାଣ କମିବା ପରିଲକ୍ଷିତ ହୋଇଛି । ମାତ୍ର ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱେଛାକୃତ ଭାବେ ରକ୍ତ ଦାନ ଶିବିର କରାଯାଇ ରକ୍ୁ ସଂଗ୍ରହ କରାଯାଉଛି । ସେହି ଭଳି ରୋଟାରୀ କ୍ଳବ ତରଫରୁ ଶନିବାର ଏକ ରକ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ନେତୃତରେ ଏହି ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ମୋଟ ୩୭ ୟୁନିଟ ରକ୍ତ ସଂଗୃହିତ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0