ମୁମ୍ବାଇ: ଆସୁଛି ‘ମଣିକର୍ଣ୍ଣିକା ରିଟର୍ଣ୍ଣସ୍’ କଶ୍ମୀରର ରାଣୀ ଭୂମିକାରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ। ଏବେ ଏହି ଅଭିନେତ୍ରୀ ଜଣକ ଏହି ଫିଲ୍ମର ୨ୟ ଭାଗ ନେଇ ଆସୁଛନ୍ତି। ଏଥର ଫିଲ୍ମର ନାମ ‘ମଣିକର୍ଣ୍ଣିମା ରିଟର୍ଣ୍ଣସ୍’: ଦି ଲିଜେଣ୍ଡ ଅଫ୍ ଦିଦ୍ଦା’। ଏହା ମଣିକର୍ଣ୍ଣିକା ଫ୍ରାଞ୍ଚାଇଜିର ୨ୟ ଫିଲ୍ମ ହେବ। କଙ୍ଗନାଙ୍କ ଏହି ଫିଲ୍ମ ବଡ଼ ଆକାରରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିର୍ମାଣ ହେବ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0