spot_img

କରୋନା କବଳରେ ବଲିଉଡର ତିନି କଳାକାର

ମୁମ୍ବାଇ: କରୋନା କବଳରେ ତିନି ବଲିଉଡ଼ କଳାକାର । ଅନିଲ କପୁର, ବରୁଣ ଧୱନ ଓ ନୀତୁ ସିଂ କରୋନା ଆକ୍ରାନ୍ତ ହୋଇଛନ୍ତି । ଚଣ୍ଡିଗଡ଼ରେ ଫିଲ୍ମ’ଯୁଗ ଯୁଗ ଜିୟୋ’ର ସୁଟିଂ ସେଟରୁ ଏପରି ଖବର ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ ଫିଲ୍ମର ନିଦେ୍ର୍ଦଶକ ରାଜ ମେହେଟାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି ।

ଫଳରେ ସୁଟିଂକୁ ବନ୍ଦ କରାଯାଇଛି । କିନ୍ତୁ ଏହି ବଲିଉଡ଼ଷ୍ଟାର ମାନେ କରୋନା ହୋଇଥିବା ନେଇ ସାର୍ବଜନୀନ ଭାବେ କୌଣସି ସୂଚନା ଦେଇନାହାନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular