ମୁମ୍ବାଇ: ଜବତ ହେଲା ଲେଖକ ଅଭିଷେକ ମକୱାନଙ୍କ ସୁଇସାଇଡ଼ ନୋଟ । ଅଭିଷେକ ଗତମାସ ୨୭ ତାରିଖରେ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ । ବର୍ତ୍ତମାନ ତାଙ୍କର ଏକ ସୁଇସାଇଡ଼ ନୋଟ ପୋଲିସ ହାତରେ ଲାଗିଛି । ଯେଉଁଥିରେ ସେ ଆର୍ଥିକ ସମସ୍ୟାରେ ଥିବା ଉଲ୍ଲେଖ କରିଛନ୍ତି ।

କିନ୍ତୁ ସେ ସାଇବର ଠକାମିର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ । ଅଭିଷେକ ପପୁଲାର କମେଡ଼ି ସୋ ‘ତାରକ ମେହତାକା ଓଲଟା ଚଷମା’ ର ଲେଖକ ଥିଲେ । ସେ ଦୀର୍ଘ ଦିନ ଧରି ଏହି ସୋ ପାଇଁ ଲେଖାଲେଖି କରୁଥିଲେ ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0