ବଲିଉଡ କଳାକାର ସନ୍ଦୀପ ନାହାର ଆତ୍ମହତ୍ୟା କରିଛନ୍ତି । ଏମଏସ ଧୋନି, କେସରୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସନ୍ଦୀପ ନାହର ଆତ୍ମହତ୍ୟା କରିଛନ୍ତି। । ମୃତ୍ୟୁ ପୂର୍ବରୁ ସେ ନିଜ ଫେସବୁକ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଥିଲେ। ଏହି ଅଭିନେତା ନିଜ ଫେସବୁକ୍ ପେଜରେ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ପୋଷ୍ଟ କରି ନିଜ ଆତ୍ମହତ୍ୟା ବାବଦରେ ସୂଚନା ଦେଇଥିଲେ। ଅଭିନେତା ଜଣଙ୍କ ମୃତ୍ୟୁ ପୂର୍ବରୁ ଲେଖିଥିଲେ ଯେ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି। ସେ ତାଙ୍କ ସ୍ତ୍ରୀ ଓ ଶାଶୂଙ୍କ ପାଇଁ ମାନସିକ ଭାବରେ ଚାପରେ ଥିଲେ ବୋଲି କହିଛନ୍ତି। ହେଲେ ତାଙ୍କ ଚରିତ୍ର ଓଲଟା। ଏହି କାରଣ ପାଇଁ ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା ସନ୍ଦୀପ ତାଙ୍କ ଫେସବୁକ ଭିଡିଓରେ କହିଛନ୍ତି।ପୁଲିସ ଏହି ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0