ବିଜେପିରେ ସାମିଲ ହେଲେ ବଲିଉଡ଼ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ। କୋଲକାତାର ବିଗ୍ରେଡ୍ ଗ୍ରାଉଣ୍ଡରେ ହେଉଛି ମହାରାଲି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ବଲିଉଡ୍ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ। ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଦଳରେ ସାମିଲ ହୋଇଛନ୍ତି ମିଥୁନ୍। ରାଲିରେ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ, ବିଜେପି ରାଜ୍ୟ ପ୍ରଭାରୀ କୈଳଶା ବିଜୟବର୍ଗୀ, ବରିଷ୍ଠ ନେତା ମୁକୁଳ ରୟ, ଶୁଭେନ୍ଦୁ ଅଧିକାରୀଙ୍କ ସହ ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି। ଲକ୍ଷାଧିକ ସମର୍ଥକଙ୍କୁ ନେଇ କମ୍ପୁଛି କୋଲକାତାର ବିଗ୍ରେଡ ଗ୍ରାଉଣ୍ଡ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0