spot_img

୪୮ ବର୍ଷରେ ପାଦ ଦେଲେ ବଲିଉଡ଼ର ‘ରଙ୍ଗିଲା ଗର୍ଲ’ ଉର୍ମିଳା

୪୮ ବର୍ଷରେ ପାଦ ଦେଲେ ବଲିଉଡ଼ର ‘ରଙ୍ଗିଲା ଗର୍ଲ’ ଉର୍ମିଳା । ୧୯୭୪ ମସିହା ଆଜିର ଦିନରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରେ ମରାଠୀ ଫିଲ୍ମ ‘ଜାକୋଲ’ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ୧୯୮୩ରେ’ ମାସୁମ’ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । କିନ୍ତୁ ୧୯୯୫ରେ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ରଙ୍ଗିଲାରେ’ ଅଭିନୟ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular