ଖୋର୍ଦ୍ଧା : ଗାଁରୁ ସହର ପ୍ରଶଂସା ସାଉଁଟିଲେ କିକ ବକ୍ସର ଜଗନ । ଖୋର୍ଦ୍ଧା ଚିଲିକା ବ୍ଲକ ସ୍ଥିତ ରଘୁନାଥ ପୁର ଗ୍ରାମର ଯଦୁ ଲେଙ୍କା ଙ୍କ ପୁଅ ଜଗନ । ଗରିବ ତଥା ଦାରିଦ୍ରକୁ ପଛରେ ପକାଇ କିକ ବକ୍ସିଙ୍ଗରେ ମହାରାଷ୍ଟ୍ରରେ ଖେଳି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ସେଠାରୁ ସେ ଦୁଇ ଦୁଇଟି ଗୋଲ୍ଡ଼ ମେଡ଼ାଲ ପାଇ ଓଡ଼ିଶା ପାଇଁ ସୁନାମ ଅର୍ଜିଛନ୍ତି । ତେବେ ତାଙ୍କ ବାପା ଜଣେ ଦିନ ମଜୁରିଆ । ଜଗନଙ୍କ ଇଚ୍ଛା ଆହୁରି ଆଗକୁ ଯିବା । ଏଥିପାଇଁ ଜଗନ ତାଙ୍କ କୋଚ୍ ଅବିନାଶ ଦାସ ଏବଂ ପ୍ରକାଶ ବେହେରାଙ୍କ ପାଖରେ ଅଭ୍ୟାସ ଜାରି ରଖିଛନ୍ତି । ଆଗକୁ ୫ଫେବୃୟାରୀରେ ଉତ୍ତରାଖଣ୍ଡର ଡ଼େରାଡ଼ୁନ ଅଭିମୁଖେ ଖେଳିବେ ବୋଲି ସୁଚନା ମିଳିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0